Advertisement
ଗଣତନ୍ତ୍ର ର ପୁନଃ ପ୍ରତିଷ୍ଠା। 🙏
୨୦୨୬ ଜାନୁଆରୀ ୨୬ ତାରିଖ ରେ କୈଣସି ଦଳିୟ କାର୍ଯ୍ୟକ୍ରମ ହିସାବରେ ନ କରାଯାଇ ସମସ୍ତ ଦଳଙ୍କୁ ଏକତ୍ରିତ କରି ଜନସମର୍ଥନ ହାସଲ ସକାଶେ ରାଷ୍ଟ୍ରୀୟ ମର୍ଯ୍ୟାଦା କୁ ବଞ୍ଚାଇ ରଖିବା ପାଇଁ ଗଣତାନ୍ତ୍ରିକ ପଦ୍ଧତିରେ ଗଣତନ୍ତ୍ର ର ପୁନଃ ପ୍ରତିଷ୍ଠା କାର୍ଯ୍ୟକ୍ରମ ର ଦାୟିତ୍ଵ ଆପଣ ମାନଙ୍କର । ଆଶା କରୁଛି, ଆମେ ବହୁତ କିଛି ପରିବର୍ତ୍ତନ ଆଣି ପାରିବା।
Restoration of democracy.🙏
It is your responsibility to organize the restoration of democracy through democratic means to preserve national dignity by bringing all parties together and gaining public support on January 26, 2026, without any party program. I hope we can bring about a lot of change.
लोकतंत्र की बहाली।🙏
26 जनवरी, 2026 को बिना किसी दलीय कार्यक्रम के, सभी दलों को एक साथ लाकर और जनसमर्थन प्राप्त करके, राष्ट्रीय गरिमा की रक्षा के लिए लोकतांत्रिक तरीकों से लोकतंत्र की बहाली का आयोजन करना आपकी ज़िम्मेदारी है। मुझे उम्मीद है कि हम बहुत कुछ बदल पाएँगे।
Advertisement
Event Venue & Nearby Stays
Odisha Legislative Assembly, Bhubaneswar, India
Concerts, fests, parties, meetups - all the happenings, one place.





